
ତାଙ୍କ କଣ୍ଠୁ-କବିସୂର୍ଯ୍ୟ-ଗୀତାମୃତ
ଦୂରୁଁ ବହିଆଣେ ଚିଲିକା ମାରୁତ ।
ଚିଲିକାର ପବନ ମତ୍ସ୍ୟଜୀବିମାନଙ୍କ ଦ୍ୱାରା ଆବୃତ କବିସୂର୍ଯ୍ୟ ବଳଦେବରଥଙ୍କ ଗୀତକୁ ଦୂରରୁ ବୋହି ଆଣେ |
ଉଲ୍ଲାସର ଆତ୍ମା ପ୍ରାୟେ ଗୀତ-ତାନ
ହ୍ରଦ–ନୀଳ–ବକ୍ଷେ କରେ ଅଧିଷ୍ଠାନ ।
kkkjkkllj
ହସନ୍ତି ଚୌଦିଗେ ମଧୁର – ହାସିନୀ
ଦିଗଙ୍ଗନା ଜ୍ୟୋତ୍ସ୍ନା–ଦୁକୂଳ–ବାସିନୀ ।
ddgfgfg

ଭାବାନ୍ତର ପୁଣି କ୍ଷଣକରେ ଜାତ,
“ ଗଲାଣିତ କଥା ଗଲାରେ ସଙ୍ଗାତ “।
kjlhjljjojjj
ସଙ୍ଗୀତ ଆବେଶ ନାନାରୂପେ ମନ
ଅତୀନ୍ଦ୍ରିୟଦେଶେ କରେ ବିଚରଣ ।
kkjjkk